ଜୟ ମା' ବଗଳାମୁଖୀ
ଓଁ ହ୍ଲୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ
ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜିହ୍ଵାଂ
କୀଳୟ ବୁଦ୍ଧିଂ ବିନାଶୟ ହ୍ଲୀଂ ଓଁ ସ୍ୱାହା ।
ଦର୍ଶନ ନିମନ୍ତେ ଆସନ୍ତୁ, ସମସ୍ତ ପ୍ରକାର ବାଧା, ବିଘ୍ନ ଓ ଚିନ୍ତାରୁ ମୁକ୍ତି ପାଆନ୍ତୁ।
जय मा' बगलामुखि
ॐ ह्लीं बगलामुखि सर्वदुष्टानां
वाचं मुखं पदं स्तम्भय जिह्वां
कीलय बुद्धिं विनाशय ह्रीं ॐ स्वाहा ।
दर्शन हेतु पधारें, सभी प्रकार की बाधाओं, विघ्नों और चिंताओं से मुक्ति प्राप्त करें।
Jai Maa Bagalamukhi
Om Hleem Bagalaamukhi Sarvadushtaanaam
Vaacham Mukham Padam Stambhay Jihvaam
Keelay Buddhim Vinaashaay Hleem Om Swaha ।
Come for darshan and attain freedom from all kinds of obstacles, hindrances, and worries.
ମା' ବଗଳାମୁଖୀ ମନ୍ଦିର , କନକ ଦୁର୍ଗା ମନ୍ଦିର ରୋଡ,
ଦାଣ୍ଡମକୁନ୍ଦ ପୁର, ପିପିଲି, ପୁରୀ , ଓଡିଶା - ୭୫୨୧୦୪
ମା’ ବଗଳାମୁଖୀ ଶକ୍ତି, ସାହସ ଓ ସୁରକ୍ଷାର ଦେବୀ । ମା’ଙ୍କ ଆରାଧନା ମାଧ୍ୟମରେ ନକରାତ୍ମକ ଶକ୍ତି ନିରୋଧ, ବିଘ୍ନ ବାଧା ନିବାରଣ ଓ ଆତ୍ମବଳ ବୃଦ୍ଧି ହୁଏ ।
ଯୋଗାଯୋଗ
ପଣ୍ଡିତ ଶ୍ରୀ ଦେବାଶିଷ ନନ୍ଦ - ୯୯୩୮୧ ୯୬୩୨୨
